ଗୌତମ ଆଦାନୀଙ୍କ ୬୦% ସମ୍ପତ୍ତି ସ୍ୱାହା
ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମୋଟ୍ ସମ୍ପତ୍ତି ସର୍ବୋଚ୍ଚସ୍ତରରୁ ଏ ପର୍ଯ୍ୟନ୍ତ ୬୦ ପ୍ରତିଶତ ହ୍ରାସ ପାଇଛି । ଗତ ଗୋଟିଏ ବର୍ଷରେ
ପ୍ରତି ସପ୍ତାହରେ ପାଖାପାଖି ୩୦୦୦ କୋଟି ଟଙ୍କା ସେ ହରାଇଛନ୍ତି । ବୁଧବାର ଜାରି ୩, ୨୦୨୩ ଅନୁଯାୟୀ, ଆଦାନୀଙ୍କ ମୋଟ୍…