Browsing Tag

#nationalnews #H3N2 #virus #covid

କୋଭିଡ୍‌ ଭଳି ପ୍ରାଣଘାତୀ ନୁହେଁ ଏଚ୍‌୩ଏନ୍‌୨ ଭୂତାଣୁ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ଅଚାନକ ଏଚ୍‌୩ଏନ୍‌୨ ଭାଇରସ୍‌ ମାମଲା ବଢ଼ିବା ପରେ ଲୋକଙ୍କ ମନରେ ଛନକା ପଶିଛି । ଏହି ଇନ୍‌ଫ୍ଲ୍ୟୁଏଞ୍ଜା କେତେ ମାରାତ୍ମକ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂକ୍ରମିତଙ୍କ ପାଖରେ କରୋନା ଭଳି ଲକ୍ଷଣ ଦେଖାଦେଉଥିବାରୁ କୋଭିଡ ମହାମାରୀ…