ସେନସେକ୍ସ ଓ ନିଫ୍ଟି ଗ୍ରୀନ୍ ମାର୍କରେ ବନ୍ଦ
ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ସୋମବାର ଆଖିଦୃଶିଆ କାରବାର ହୋଇଛି । ସପ୍ତାହର ପ୍ରଥମ କାରବାର ଦିନରେ ଉଭୟ ସେନସେକ୍ସ ଓ ନିଫ୍ଟି ଗ୍ରୀନ୍ ମାର୍କରେ ବନ୍ଦ ହୋଇଛନ୍ତି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୪୧୫.୪୯ ପଏଣ୍ଟ ବୃଦ୍ଧିପାଇ ୬୦,୨୨୪.୪୬ ପଏଣ୍ଟରେ କାରବାର ଶେଷ କରିଥିବା…