ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ମୋଦୀ !
ନୂଆଦିଲ୍ଳୀ : ନୋବେଲ ପୁରସ୍କାର ରେସ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୋବେଲ କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର । ଭାରରକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ…