୨୭ରେ କୃଷକଙ୍କୁ ମିଳିବ ପିଏମ କିସାନର ୧୩ତମ କିସ୍ତି
ନୂଆଦିଲ୍ଲୀ: ହୋଲି ପୂର୍ବରୁ ପିଏମ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କୁ ୧୩ତମ କିସ୍ତି ଜାରି କରିବେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ୧୩ତମ କିସ୍ତି ରିଲିଜ୍ କରିବା ପାଇଁ ତାରିଖ ଏବଂ ସମୟ ଘୋଷଣା କରିଛନ୍ତି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ଟ୍ୱିଟ୍ ଜରିଆରେ…