ଏୟାର ଇଣ୍ଡିଆରେ ନିଯୁକ୍ତ ହେବେ ୧୦୦୦ ପାଇଲଟ୍
ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ମାଲିକାନାରେ ପରିଚାଳିତ ଏୟାର ଇଣ୍ଡିଆ ଖୁବଶୀଘ୍ର ୧୦୦୦ ନୂଆ ପାଇଲଟ୍ଙ୍କୁ ନିଯୁକ୍ତ କରିବ ବୋଲି ଜଣାପଡିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଗତ ଗୁରୁବାର ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ଅଭିଜ୍ଞ (କ୍ୟାପଟେନ ପାହ୍ୟା) ଏବଂ ଶିକ୍ଷାନବୀସ (ଫାଷ୍ଟ…