ବେଙ୍ଗାଲୁରୁରେ ସିରିଏଲ କିଲର ଆତଙ୍କ ! ୩ ମୃତଦେହ ଉଦ୍ଧାର
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରୁ ପ୍ଲାଷ୍ଟିକ୍ ଡ୍ରମରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସହରରେ ଏକ ସିରିଏଲ କିଲର ମାତିଥିବା ଆତଙ୍କ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ୨ଟି ଘଟଣାରେ ମହିଳାଙ୍କ ମୃତଦେହ ଡ୍ରମରୁ ମିଳିଥିଲା । ସୂଚନା ଅନୁଯାୟୀ,…