ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ
ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର ଅର୍ଥାତ୍ ୧୮.୫୪ ଅରବ ଟଙ୍କା ବେତନ ମିଳିଥିଲା। ଏହି ବେତନ…