ସମଲିଙ୍ଗୀ ବିବାହ ପ୍ରସଙ୍ଗ, ସାମ୍ବିଧାନିକ ବେଞ୍ଚ ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୩ା୩: ସମଲିଙ୍ଗୀ ବିବାହ ବିବାଦ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଶୁଣାଣି ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି…