ବିଶ୍ୱ ଧନୀ ତାଲିକାରେ ୧୨ଟି ସ୍ଥାନ ଉପରକୁ ଉଠିଲେ ଆଦାନୀ
ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କୁ ହିଣ୍ଡେନବର୍ଗ ରିପୋର୍ଟ ଝଟ୍କା ଲାଗିବା ପରେ ଜୋରଦାର କମବ୍ୟାକ୍ କରୁଛନ୍ତି । ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଗୋଟିଏ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ଧ୍ୱସ୍ତବିଧ୍ୱସ୍ତି ରିପକାଇଥିଲା । ସ୍ଥିତି ଏମିତି ହୋଇଥିଲା…