କମ୍ ଯାତ୍ରୀ ହେଉଥିବା ବନ୍ଦେ ଭାରତ ଟ୍ରେନ୍ର ଟିକେଟ୍ ମୂଲ୍ୟ ହ୍ରାସ କରିପାରେ ରେଳବାଇ: ରିପୋର୍ଟ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ କମ୍ ଯାତ୍ରୀ ହେଉଥିବା କେତେକ ସ୍ବଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍ର ଟିକେଟ୍ ମୂଲ୍ୟ ହ୍ରାସ କରିପାରେ ବୋଲି ସମ୍ବାଦ ସରବରାହ ସଂସ୍ଥାନ 'ପିଟିଆଇ' ରିପୋର୍ଟ କରିଛି। ଉକ୍ତ ରିପୋର୍ଟ ଅନୁସାରେ, ରେଳବାଇ ଉକ୍ତ ଟ୍ରେନ୍ଗୁଡ଼ିକର ଯାତ୍ରୀଭଡ଼ା…