Browsing Tag

#NewDhile #India #UnemployedLowest #Dumanitv

ଦେଶରେ ସର୍ବନିମ୍ନ ସ୍ତରରେ ବେକାରୀ ହାର

ନୂଆଦିଲ୍ଲୀ,୧୨ା୧୦: ଦେଶରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ବେକାରୀ ହାର । ସଫଳ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା । କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି…