Browsing Tag

#news

ବନ୍ଦ ହୋଇଯିବ ଇଏମଆଇ-ପେ ଲାଟର ଫିଚର୍ସ: ଆରବିଆଇ

ନୂଆଦିଲ୍ଲୀ: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟ କରିଥାନ୍ତି । ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ…

୩ର ବଦ୍‌ଲା ୨୩ରେ!

ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍‌ର ପରାଜୟର ବଦଲା ନେଇପାରେ ଟିମ୍‌ ଇଣ୍ଡିଆ । ୨୦ ବର୍ଷ ପରେ ପୁଣି ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ୨୦୨୩ରେ ହେବ ୨୦୦୩ ୱାଲ୍ଡ କପ୍‌…

କ୍ୟାପିଟାଲ୍ ହସ୍ପିଟାଲରେ ମଡ୍ୟୁଲାର୍ OT ସେବା ଆରମ୍ଭ ହୋଇଛି | ଥରେ 8 ରୋଗୀଙ୍କ ଅସ୍ତ୍ରୋପଚାର |

ଭୁବନେଶ୍ୱର,୧୮ା୧୧ : ରାଜ୍ୟର ସ୍ୱାସ୍ଥ୍ୟସେବାର ସୃଷ୍ଟି ହେଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ଆଜି ଏହି ନୂଆ ଅପରେସନର ଟେକ୍ନୋଲୋଜିର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମଡ୍ୟୁଲାର ଓଟିରେ ରହିଛି…

କିମ୍ସରେ କିଡନୀ-କର୍କଟ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୭ । ୧୧: ଅତ୍ୟାଧୁନିକ ଲାପାରୋସ୍କୋପିକ୍‌ ମାଧ୍ୟମରେ ଜନୈକ ୭୦ ବର୍ଷୀୟ କିଡନୀ-କର୍କଟ ରୋଗୀଙ୍କଠାରେ ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି କିମ୍‌ସ ଡାକ୍ତର । ରୋଗୀ ଜଣକ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବାମ କିଡନୀରେ ୪ ବର୍ଗ ସେମି ଆକାରର…

କିଲିମାଞ୍ଜାରୋ ଚଢିଲେ ପରମାନନ୍ଦ

ଭୁବନେଶ୍ୱର, ୧୭ା୧୧ : ଢେଙ୍କାନାଳ ଜିଲ୍ଲା ମଣିପୁରଗ୍ରାମ ଜେନାସାହୁପାଟଣା ନିବାସୀ ପରମାନନ୍ଦ ରାଉତ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହ ଆରୋହଣ କରିଛନ୍ତି । ଗତ ୯ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଦେଇ ତାଞ୍ଜାନିଆର କିଲିମାଞ୍ଜାରୋ…

ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି

ନୂଆଦିଲ୍ଲୀ, ୧୭ା୧୧: ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ୍‌ ରବିବାର ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି । ଭାରତୀୟ ଦଳ ଯେମିତି…

ଜାତୀୟ କ୍ରୀଡ଼ାରେ କିଟ୍‌ ଓ କିସ୍‌କୁ ୨୪ ପଦକ

ଭୁବନେଶ୍ୱର, ୧୭ । ୧୧: ଚଳିତବର୍ଷ ଜାତୀୟ କ୍ରୀଡ଼ା ୨୦୨୩ରେ ଅତି ଉନ୍ନତ ପ୍ରଦର୍ଶନ କରି କିଟ୍‌ ଓ କିସ୍‌ର ଖେଳାଳିମାନେ ବିଭିନ୍ନ ବିଭାଗରେ ୨୪ଟି ପଦକ ହାସଲ କରି କିଟ୍‌, କିସ୍‌, ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଭିନ୍ନ ବର୍ଗରେ ଏହି ଖେଳାଳିମାନେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ…

ଆରମ୍ଭ ହେଲା ନାଟମଣ୍ଡପ ମରାମତି କାମ

ପୁରୀ,୧୭ା୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ତ୍ତ…

ରୋଗକୁ ହରାଇବ ମାନବିକତାର ସ୍ପର୍ଶ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୧୧ : ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ । ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ…

କିମ୍‌ସରେ କମ୍ପ୍ୟୁଟର ନେଭିଗେସନ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର, : କିମ୍‌ସର ସର୍ଜନମାନେ ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍‌ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି । କିମ୍‌ସ ସୁପର ସ୍ପେଶାଲିଟି ହସ୍ପିଟାଲର ବିଶେଷଜ୍ଞ ତଥା ଅସ୍ଥିଶଲ୍ୟ ଓ ମେରୁଦଣ୍ଡ ଶଲ୍ୟ ଚିକିତ୍ସକ ଡା. ଜିତେନ୍ଦ୍ର କୁମାର ରାଉତଙ୍କ…