କିଏ ହେବ ଆଗାମୀ ରାଷ୍ଟ୍ରପତି ଓଡିଆ ପୁଅ ବିଶ୍ୱଭୂଷଣ ହରଚନ୍ଦନଙ୍କୁ ନେଇ ଚର୍ଚ୍ଚା
ଡୁମାଣୀ ଟିଭି ୩/୪: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି…