ପୁଣି ଚର୍ଚ୍ଚାରେ ଏଲନ୍ ମସ୍କ ଗୋଲ୍ଡେନ ଟିକ୍ ପାଇଁ ପ୍ରତି ମାସରେ ୮୨ ହଜାର ଟଙ୍କା ଆଦାୟ କରିବ ଟ୍ୱିଟର
ନୂଆଦିଲ୍ଲୀ: ଏଲନ ମସ୍କ ଯେବେଠୁ ଟ୍ିଟର କିଣିଛନ୍ତି ଏହି ସାମାଜିକ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର ବିଷୟ ପାଲଟିଛି । କେତେବେଳେ କର୍ମ·ରୀଙ୍କ ଛଟେଇକୁ ନେଇ ତ ଆଉ
କେତେବେଳେ ଟ୍ିଟରର ବିଭିନ୍ନ ସେବା ପାଇଁ ଦରବୃଦ୍ଧିକୁ ନେଇ । ଏବେ ରାଜସ୍ ବୃଦ୍ଧି ଉଦ୍ଦେଶ୍ୟରେ ଏଲନ ମସ୍କ ଟ୍ୱିଟ୍ରେ ଗୋଲ୍ଡେନ…