ନୂଆପଡ଼ାରେ ବାଘ ଆତଙ୍କ, ପୁଣି ଗାଈ ଶିକାର କଲା କଲରା ପତରିଆ
ନୂଆପଡ଼ା: ପୁଣି ଗାଈ ଶିକାର କଲା ବାଘ । ନୂଆପଡ଼ା ସଦର ରେଞ୍ଜ ମୂଷରିଙ୍ଗ ପ୍ରସ୍ତାବିତ ଜଙ୍ଗଲକୁ ଲାଗି ରହିଥିବା ମହୁଲଭଟ୍ଟା ଗାଁର ହୋମନ୍ ନାୟକଙ୍କ ଗାଈକୁ ଆଜି ସକାଳୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ବୁଧବାର ଜଳଡେହି ଗାଁରେ ବାଛୁରୀକୁ ବାଘ ମାରି ଖାଇଥିଲା ।…