୧୪ ଦିନିଆ ହାଜତକୁ ଗଲେ ଟୁଟୁ ନାୟକ
ଭୁବନେଶ୍ୱର, : ଏକ ଓଡ଼ିଆ ଖବର ଚ୍ୟାନେଲର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି । ଭୁବନେଶ୍ୱର ଏସଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ…