ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା…
ଡୁମାଣୀ ଟିଭି,୧୪/୪:ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ। ଅନ୍ୟପଟ ଗଂଜାମ ଜିଲ୍ଲାରେ ଚାଲିଥିବା ଦଣ୍ଡ ଯାତ୍ରାର ଆଜି ହେଉଛି ଉଦ୍ଯାପନି ଦିବସ। ସେହିପରି ଆଜିର ଦିବସକୁ ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏଥିପାଇଁ ହନୁମାନ ମନ୍ଦିର ଗୁଡ଼ିକରେ ସକାଳ…