ରୋହିତ-ଦ୍ରାବିଡଙ୍କୁ ଦିନେଶ କାର୍ତ୍ତିକଙ୍କ ଉପଦେଶ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଅ । ଅନ୍ତର୍ଜାତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ତାଙ୍କୁ ୨୨ ଦିନିକିଆ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ତାଙ୍କର ଖରାପ ଫର୍ମ ଦଳ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର…