ବ୍ୟାପକ ଚୋରା ବିଦେଶୀ ମଦ ଜବତ: ୩ ଗିରଫ
ପାରଳାଖେମୁଣ୍ଡି : କାଶୀନଗର ବ୍ଲକ୍ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଖବର କୌଣସି ମତେ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତି କୁମାର ଅଚାନକ ଦୋକାନମାନଙ୍କ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨୫ ଲିଟର ବିଦେଶୀ ମଦ ଜବତ କରି ଯୋଗେସୁ ପାତ୍ର,…