କୃଷି ଅଭିବୃଦ୍ଧିରେ ଦେଶଠୁ ଆଗରେ ଓଡିଶା
ଭୁବନେଶ୍ବର: କୃଷିକୁ ଶିଳ୍ପ ମାନ୍ୟତା ଦେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇଁ ସଶକ୍ତୀକରଣ ଯୋଜନା ପ୍ରଣୟନ କରି ରାଜ୍ୟ ସରକାର କୃଷିର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ବତନ୍ତ୍ର କୃଷି ନୀତି ଯୋଗୁଁ ଓଡ଼ିଶାର କୃଷି ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଆଗରେ ରହିଛି । ଦେଶର କୃଷି ଅଭିବୃଦ୍ଧି…