ବିଦେଶୀ ଗୁଇନ୍ଦା ପାରାଙ୍କୁ ଜଗିବ ଦେଶୀ ପାରା
ଭୁବନେଶ୍ୱର : ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ଆମ ଦେଶୀ ପାରାଙ୍କୁ ତାଲିମ ଦିଆଯିବ । ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ପକ୍ଷରୁ ପାରାଙ୍କୁ ତାଲିମ ଦିଆଯିବା ପରେ କାମରେ ଲଗାଯିବ । ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ପାରା ଖବର ଦେବା ନେବା କାମ କରିବା ସହ ଶତ୍ରୁଦେଶର ସନ୍ଦିଗ୍ଧ ପାରାକୁ…