କିଟ୍ ପକ୍ଷରୁ ନିଯୁକ୍ତି ମେଳା, ପଟିଆ ଗାଁର ୧୨୫ ଜଣଙ୍କୁ ନିଯୁକ୍ତି
ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କିଟ୍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଟିଆ ଗାଁର ୧୨୫…