Browsing Tag

#odisha bbsr

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଡୁମାଣୀ ଟିଭି,୧୩/୪:ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି…

ରାଜଧାନୀରେ ପୁଣି ଆତରଙ୍କରାଜ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଆକ୍ରମଣ

ଡୁମାଣୀ ଟିଭି,୧୨/୪:ରାଜଧାନୀରେ ପୁଣି ଆତରଙ୍କରାଜ । ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ଟଙ୍କା । ଭୁବନେଶ୍ୱରର ସୁନ୍ଦରପଦାରେ ଅଞ୍ଚଳରେ ଘଟିଛି ଏହି ଘଟଣା । ଏଥିରେ ଆହତ ବ୍ୟକ୍ତି ହେଲେ ଉଦ୍ୟାନ ଫ୍ରେସର ମ୍ୟାନେଜର ନିରଞ୍ଜନ ସାହୁ । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ ପରେ…

ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , କାରକୁ ପଛରୁ ପିଟିଲା ଟ୍ରକ

ଡୁମାଣୀ ଟିଭି,୪/୪ : ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।କାରକୁ ପଛରୁ ପିଟିଲା ଟ୍ରକ । ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଦିନ ସକାଳ…