ନନ୍ଦନକାନନରେ ରୋପ୍ୱେର ମଜାନେବେ ପର୍ଯ୍ୟଟକ : ଏପ୍ରିଲରୁ କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଆଗାମୀ ଏପ୍ରିଲ ମାସରେ ରୋପ୍ୱେ ଚାଲିବ । ଏଥି ନିମନ୍ତେ ରୋପ୍ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍ଡ୍ରିଲ କରାଯାଇଛି । ଦୁର୍ଘଟଣା ଘଟିଲେ କିପରି ରୋପ୍ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ…