ବିଦେଶରେ ରହୁଥିବା ପିଲାମାନେ ଶିଖିବେ ଓଡ଼ିଆ ଭାଷା: : ରାଜ୍ୟ ସଂସ୍କୃତି ବିଭାଗର ନୂଆ ପ୍ରୟାସ
ଭୁବନେଶ୍ୱର : ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି ।…