ଭାରତ ବନ୍ଦ ସମୟରେ ରାଜଧାନୀର ରାଜରାସ୍ତାରେ ଆମ୍ବୁଲାନ୍ସ ଅଟକ ରହିଲା
ଡୁମାଣୀ ଟିଭି ,୨୮/୩ : ବନ୍ଦ ବେଳେ ଫସିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ବି ଛାଡ଼ିଲେନି ଆନ୍ଦୋଳନକାରୀ । ଶେଷରେ ରୋଗୀଙ୍କୁ ଧରି ପଛକୁ ଫେରିଲା ଆମ୍ବୁଲାନ୍ସ । ଭାରତ ବନ୍ଦ ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ରାସ୍ତାରେ ପିକେଟିଂ କରୁଥିବା ବେଳେ ଆନ୍ଦୋଳନକାରୀ…