Browsing Tag

#odisha CM

ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍‌

ଡୁମାଣୀ ଟିଭି ,୨୯/୩ : ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ମାର୍ଚ୍ଚ ସୁଦ୍ଧା ମିଳିବ ୨୦ପ୍ରତିଶତ ବକେୟା ରାଶି

ଡୁମାଣୀ ଟିଭି ,୨୯/୩ : ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି । ଏହାଦ୍ୱାରା କର୍ମଚାରୀମାନେ ସପ୍ତମ…

କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଗାମୀ ୩ବର୍ଷ ଯାଏଁ ଚାଲିବ ଏହି ଯୋଜନା

ଡୁମାଣୀ ଟିଭି ,୨୮/୩ : କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଆଗାମୀ ତିନି ବର୍ଷ ପର‌୍ୟ୍ୟନ୍ତ ପୁଣି ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ ୫ ହଜାର ୯୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୧୯ରେ ଆରମ୍ଭ ହୋଇଥିବା କାଳିଆ…

୩ ଦିନିଆ ଦିଲ୍ଲୀ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମାଣୀ ଟିଭି ,୨୬/୩ : ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା । ମୁଖ୍ୟମନ୍ତ୍ରୀ ୩ ଦିନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି ।ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ…