ଯୁବତୀଙ୍କୁ ଅପହରଣ କରି କଲା ଦୁଷ୍କର୍ମ: ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ
କଟକ : ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ।
ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର…