ଏପ୍ରିଲ ୭ରେ ପରଦାକୁ ଆସିବ ଡେ଼ଲିଭରୀ ବୟ
ଖୋର୍ଦ୍ଧା : ନୂଆ ଓଡ଼ିଆ ଚଳଚିତ୍ର ଡେ଼ଲିଭରୀ ବୟ ଟ୍ରେଲର ରିଲିଜ ପରେ ବଢୁଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଛେଦ ଟାଣିବାକୁ ଯାଉଛି ପ୍ରୟୋଜନା ସଂସ୍ଥା । କାରଣ ଡେ଼ଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ଇନ୍ଫିସନ୍ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଂଜନ…