ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ମହୁଲ ଫୁଲ
କଙ୍କଡ଼ାହାଡ଼ : ଜଙ୍ଗଲରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ହେଉଛି ଅନ୍ୟତମ ଲାଭକାରୀ ଦ୍ରବ୍ୟ । ଜଙ୍ଗଲରୁ ମହୁଲ ସଂଗ୍ରହ କରି ଅନେକ ଆଦିବାସୀ ପରିବାର ପ୍ରତିପୋଷଣ ହେଉଛନ୍ତି । ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ୍ରେ ମହୁଲ ଫୁଲ ସଂଗ୍ରହ ପ୍ରଚୁର…