ରାଜ୍ୟସରକାରଙ୍କର ବଡ ନିଷ୍ପତ୍ତି ହାସ୍ର ପାଇବ ବିଦେଶୀ ମଦ ଶୁଳ୍କ
ଡୁମାଣୀ ଟିଭି,୨/୪ : ମଦପ୍ରିୟ ଯୁବକଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଭିତରେ ତିଆରି ହେଉଥିବା ବିଦେଶୀ ମଦ…