କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଗଡ଼ିବ ଲକ୍ଷ୍ମୀ ବସ୍
ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ·ଲିବ ଲକ୍ଷ୍ମୀବସ । ପରିବହନ କ୍ଷେତ୍ରର ଉନ୍ନତି ସହତ୍ୱରାନ୍ୱିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତହୋଇଛି କଳାହାଣ୍ଡି । ଏହାର ଆଉ ଏକଉଦାହରଣ…