ପାଣିପାଇଁ ରାସ୍ତାରୋକ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ସିକେରପଡା ଓ ଛେନା ଗାଁ ର ଲୋକେ ୧୦ ଦିନରୁ ପାଣିପାଇଁ ହନ୍ତସନ୍ତ ହୋଇଆସୁଛନ୍ତି । ସ୍ଥାନୀୟ
ସରପଞ୍ଚ ପିଇଓ ଓ ବ୍ଲକ୍ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି…