ବିଦ୍ୟୁତ୍ ଆଘାତରେ ହାତୀର ଗଲା ଜୀବନ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନଖଣ୍ଡ ବାମେବାରୀ ସେକ୍ସନ ଅନ୍ତର୍ଗତ ବାସନ୍ତପୁର, ଜଳଡିହି ଗ୍ରାମ ନିକଟରେ ଆଜି ସକାଳୁ ଏକ ଦନ୍ତା ହାତୀ ବିଦ୍ୟୁତ୍ ଆଘାତରେ ମରିଥିବା ଖବର ଆସିଛି । ଅଣ୍ଡିରା ଦନ୍ତା ହାତୀ ଦେହରେ ୧୧କେଭି ବିଦ୍ୟୁତ୍ ତାର ଲାଗିଥିବା ଦେଖା ଯାଇଛି । ରାତିରେ ଏହି…