ଗଡ଼ିଲାନି ଟ୍ରକ୍: ବଢ଼ିଲା ଦୁର୍ଦ୍ଦଶା
ଭୁବନେଶ୍ୱର : ଗଡ଼ିଲାନି ବସ୍-ଟ୍ରକ୍ । ସାରା ରାଜ୍ୟରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନରେ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଅଟକିଥିଲା ଶହ ଶହ ସଂଖ୍ୟାରେ ଯାନବାହନ । ରାଜରାସ୍ତାରେ ମାଇଲ୍ ମାଇଲ୍ ବାଟ ପର୍ଯ୍ୟନ୍ତ ଲମ୍ବିଥିଲା…