Browsing Tag

#odisha #tempature #flourish

୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଆଗକୁ ଟକ୍‌ମକ୍‌ ହୋଇ ଫୁଟିବ ଓଡ଼ିଶା

ଭୁବନେଶ୍ୱର, ୧ା୩(ଡିକେ ନ୍ୟୁଜ): ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ । ମାର୍ଚ୍ଚରୁ ମେ' ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ସକାଳ ୧୦ରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେବ ଓ ଅପରାହ୍ଣ ୪ ପର୍ଯ୍ୟନ୍ତ ତାତି କଲବଲ କରିବ । ଏମିତି କି ଅନେକ ସମୟରେ ଓଡ଼ିଶା ଦେଶର ସବୁଠୁ ଉତ୍ତପ୍ତ…