ପଶ୍ଚିମା ଝଡ ପ୍ରଭାବରେ ପ୍ରବଳ ବର୍ଷା, ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ
ଭୁବନେଶ୍ବର : ପଶ୍ଚିମା ଝଡ ପ୍ରଭାବରେ ପ୍ରବଳ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ । ଆଜି କାଳବୈଶାଖୀ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପୂରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର,…