Browsing Tag

#ODISHA

ବିଶ୍ୱର ସବୁଠୁ ଧନୀ ଦେଶ କିଏ କିଏ ?

ଡୁମାଣୀ ଟିଭି ,୨୪/୩ :ବିଶ୍ୱରେ ଅନେକ ଦେଶ ଅଛନ୍ତି । କିନ୍ତୁ କିଛି ଦେଶକୁ ସାରା ବିଶ୍ୱ ଜାଣିଛି । କାରଣ ଏହି ଦେଶମାନଙ୍କ ପାଖରେ ରହିଛି ଅନେକ ଟଙ୍କା ଏବଂ ସମ୍ପତ୍ତି । ରହିଛି ସୈନ୍ୟ ବଳ ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ତେବେ ଆସନ୍ତୁ ଜାଣିବା ଏମିତି ୧୦ ଦେଶ ଯାହାଙ୍କର ରହିଛି ଅମାପ…

ନିଜର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି ଇମ୍ରାନ ହାସିମୀ

ଡୁମାଣୀ ଟିଭି ,୨୪/୩ : ବଲିଉଡ ଅଭିନେତା ଇମ୍ରାନ ହାଶମି ୨୪ ମାର୍ଚ୍ଚ ୧୯୭୯ରେ ମୁମ୍ବାଇର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଜି ଅଭିନେତା ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଇମ୍ରାନ୍ ହାସିମୀ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଯେତିକି…

ବିବାଦ ଘେରରେ ଫିଲ୍ମ RRR ରିଲିଜ ହେବା ପୂର୍ବରୁ ବୟକଟ୍ ପାଇଁ ଚାଲିଛି ଚର୍ଚ୍ଚା

ଡୁମାଣୀ ଟିଭି ,୨୪/୩ : ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜଜଜ’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ଲୋକମାନେ ବହୁତ ସମୟ ଅପେକ୍ଷା କରିଛନ୍ତି । ହେଲେ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। କିନ୍ତୁ ଜୁନିୟ…

ବିବାହର ୩ମାସ ପରେ ରେଜେଷ୍ଟ୍ରୀ ମ୍ୟାରେଜ୍ କଲେ ଭିକି –କ୍ୟାଟ୍ରିନା

ଡୁମାଣୀ ଟିଭି ,୨୪/୩ : ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।, ସେମାନଙ୍କ ବିବାହ ବର୍ତ୍ତମାନ ତିନିମାସ ହୋଇଛି। ବର୍ତ୍ତମାନ ଉଭୟେ ମଧ୍ୟ ସେମାନଙ୍କର ବିବାହକୁ କୋର୍ଟରେ ପଞ୍ଜୀକୃତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ରାଜ୍ୟ ବାହାରକୁ ଗଲା କ୍ରାଇମବ୍ରାଞ୍ଚର ଟିମ୍‌

ଡୁମାଣୀ ଟିଭି ,୨୪/୩ : ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗସ୍ତ କରିଛି । ଏହାସହିତ ଅନ୍ୟ ଏକ ଟିମ୍ ଚାନ୍ଦବାଲିରେ ଯାଇ କରୁଛି ତଦନ୍ତ । କ୍ରାଇମବ୍ରାଞ୍ଚର ଡିଏସ୍ପି କଳ୍ପନା…

ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମାଣୀ ଟିଭି ,୨୪/୩ : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି…

ଆଜି ପୌର ଭୋଟ୍ ସକାଳ ୮ରୁ ଚାଲିଛି ମତଦାନ ପ୍ରକ୍ରିୟା

ଡୁମାଣୀ ଟିଭି ,୨୪/୩ : ଆଜି ପୌର ଭୋଟ୍ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ଭୋଟିଂ ହେବ । ତେବେ ଚଳିତ ନିର୍ବାଚନ…

ରାଜଧାନୀରୁ ମିଳିଲା ୫ନର କଙ୍କାଳ

ଡୁମାଣୀ ଟିଭି ,୨୩/୩ : ରାଜଧାନୀରୁ ମିଳିଲା ୫ ନର କଙ୍କାଳ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ୫ନର କଙ୍କାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ଦିନ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୫ଟି…

ପୋଲିସକୁ ମିଳିଲା ଶର୍ମିଷ୍ଠାଙ୍କ କାର

ଡୁମାଣୀ ଟିଭି ,୨୩/୩ : ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଉ ପାଦେ ଆଗେଇଲା ପୋଲିସ । ଭୁବନେଶ୍ୱରରୁ ମିଳିଲା ‘ସଂପୂର୍ଣ୍ଣ’ ଓ୍ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ । ମାନସଙ୍କ ଅପହରଣରେ ଏହି କାର୍ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ବି ଫେରାର ଅଛନ୍ତି ମୁଖ୍ୟ…

ଛୋଟ ପିଲାଙ୍କ ପାଇ ଖୁସି ଖବର ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର

କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି ମଧ୍ୟ ବନ୍ଦ ରହିଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ଆଗାମୀ ୨୮ ତାରିଖରୁ ପିଲାଙ୍କ ପାଇଁ ରାଜ୍ୟରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ସକାଳ ୭.୩୦ରୁ ୯.୩୦…