Browsing Tag

#ODISHA

ଆସୁଛି ବାତ୍ୟା ଆସନୀ

ଡୁମାଣୀ ଟିଭି ,୧୭/୩ : ଆସୁଛି ବାତ୍ୟା ଆସନୀ। ଏହା ୨୦୨୨ର ପ୍ରଥମ ବାତ୍ୟା। ବଙ୍ଗୋପସାଗରର ଦକ୍ଷିଣପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ଏବଂ ନିକୋବାର ଦୀପରେ ମାଡ଼ ହେବ ଏବଂ ଧୀରେ ଧୀରେ ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ

ରାଜନୀତି ଛାଡି କମେଣ୍ଟ୍ରି କରିବେ କି ସିଦ୍ଧୁ…!

ରାଜନୀତି ଛାଡି କମେଣ୍ଟ୍ରି କରିବେ କି ସିଦ୍ଧୁ…! ଡୁମାଣୀ ଟିଭି ,୧୭/୩ : ପଞ୍ଜାବରେ କଂଗ୍ରେସର ପରାଜୟ ପରେ ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଅନୁମାନ କରାଯାଉଛି ଯେ ସିଦ୍ଧୁ ପୁଣିଥରେ କମେଡି ଶୋ କିମ୍ବା ସ୍ପୋର୍ଟସ୍ କମେଣ୍ଟ୍ରିକୁ

ପ୍ରକୃତି ରାଣୀର ଅଭୁଦ ରୂପରେ ରୂପ ବଦଳାଉଛି ଗଛ

ପ୍ରକୃତି ରାଣୀର ଅଭୁଦ ରୂପରେ ରୂପ ବଦଳାଉଛି ଗଛ ଡୁମାଣୀ ଟିଭି ,୧୭/୩ : ପ୍ରକୃତିରେ ଏପରି କିଛି ଘଟଣା ରହିଛି, ଯାହାକୁ ଆପଣ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିପରି ନିକଟରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଛମାନଙ୍କୁ ଇନ୍ଦ୍ରଧନୁର ରଙ୍ଗ ଦେଖିବାକୁ

କରୋନାରେ ପୁଣି ବିଗିଡିବାରେ ଲାଗିଲାଣି ଚୀନର ସ୍ଥିତି

ଡୁମାଣୀ ଟିଭି ,୧୭/୩ : କରୋନା ପାଇଁ ଚୀନ୍ର ଅବସ୍ଥା ପୁଣି ଖରାପ ହେବାରେ ଲାଗିଛି । ୨୦୨୦ ପରାଠାରୁ ଏଠାରେ ସବୁଠାରୁ ଖରାପ ପରିସ୍ଥିତି କୁହାଯାଉଛି । ବଢୁଥିବା ମାମଲା ହେତୁ ଚାଇନାର ଅନେକ ସ୍ଥାନରେ ଚିକିତ୍ସା ସମ୍ବଳର ଅଭାବ ଅନୁଭୂତ ହେଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା

ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ଡୁମାଣୀ ଟିଭି ,୧୭/୩ : +୨ ପରୀକ୍ଷାକୁ ନେଇ ଆସିଛି ବଡ଼ ଖବର । ଏପ୍ରିଲ ୨୮ରୁ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା ଆରମ୍ଭ ହେବ । ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଟ

ଏସିଆରେ ଧନୀ ତାଲିକାର ଶୀର୍ଷରେ ପୁଣି ମୁକେଶ ଅମ୍ବାନୀ

ଏସିଆରେ ଧନୀ ତାଲିକାର ଶୀର୍ଷରେ ପୁଣି ମୁକେଶ ଅମ୍ବାନୀ ଡୁମାଣୀ ଟିଭି ,୧୭/୩ : ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ

ଖାଦ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ରଙ୍ଗୀନ ତରଭୁଜ

ଖାଦ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ରଙ୍ଗୀନ ତରଭୁଜ ଡୁମାଣୀ ଟିଭି ,୧୭/୩ : ଗ୍ରୀଷ୍ମର ପ୍ରଭାବରେ ଏବେ ସାରା ଦୁନିଆରେ ଅସହ୍ୟ ଖରା ସାଙ୍ଗକୁ ସୂର୍ଯ୍ୟଙ୍କୁ ପ୍ରଖର ଶକ୍ତିରେ ବିଚଳିତ ହୋଇ ଗଲେଣି ଲୋକ । ସାଧାରଣ ଲୋକ ମାନଙ୍କର ଘରୁ ବାହାରିବା ଏବେ ମୁସକିଲ ହେଲାଣି । ଏହି ଅସହ୍ୟ ଖରା

ନକଲି ଡାକ୍ତରଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ

ଡୁମାଣୀ ଟିଭି ,୧୭/୩ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ ଥିବା ଜଣାପଡିଛି । ନକଲି ଡାକ୍ତରଙ୍କ ଡ୍ରାଇଭର ପପୁକୁ ରଣପୁରରୁ ଉଠାଇଲା ପୋଲିସ । ଡ୍ରାଇଭର ପପୁକୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭରର ସଂପୃକ୍ତି…