Browsing Tag

#odishacm #naveenpatnaik #SHGmahila

ମହିଳା ସଶକ୍ତିକରଣ ଆଉ ସ୍ଲୋଗାନ୍‌ ନୁହେଁ ବାସ୍ତବତା

ଭୁବନେଶ୍ୱର : ଆଜି ଲୋକସେବା ଭବନସ୍ଥିତ କନଭେନ୍‌ସନ୍‌ ସେଣ୍ଟରଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା’ ସଂଗ୍ରାମ ଜାରି ରଖିଛନ୍ତି ଏବଂ…