ଅଜଣା ବୃଦ୍ଧାଙ୍କ ମୃତଦେହ ସକ୍ରାର
ବୈପାରିଗୁଡା : ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହକୁ ସକ୍ରାର କଲେ ବୈପାରିଗୁଡା ବ୍ଲକ୍ର ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ ଓ ପୂଜାରୀଗୁଡା ପଞ୍ଚାୟତର ସରପଞ୍ଚ ସତ୍ୟ ମାଝୀ । ବୃଦ୍ଧାଙ୍କୁ ସମ୍ମାନର ସହିତ କାଜୁ ବଗିଚାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଆଣିବା ପରେ…