ଉପଭୋକ୍ତା ଭରଣା କରୁଛନ୍ତି ବିଦ୍ୟୁତ୍ କମ୍ପାନୀର କ୍ଷତି
ଭୁବନେଶ୍ୱର : ବିଦ୍ୟୁତ୍ କ୍ଷତି ରୋକିବାକୁ ଯେତେ ଯାହା ଉଦ୍ୟମ କଲେ ବି ସେଥିରେ ଶକ୍ତି ବିଭାଗ ସଫଳ ହେଉନାହିଁ । ବିଦ୍ୟୁତ୍ ପରିବହନ ଓ ବଣ୍ଟନ ସମେତ ବୈଷୟିକ ଓ ବ୍ୟବସାୟିକ କ୍ଷତି ନେଇ ଯେତିକି ହାର ନିର୍ଦ୍ଧାରଣ କରାଯାଉଛି ତାହାଠାରୁ ଅଧିକ କ୍ଷତି ପରିଲକ୍ଷିତ ହେଉଛି । ରାଜ୍ୟରେ ବିଦ୍ୟୁତ୍…