ନବୋଦୟ ଛାତ୍ରୀ ସୌଦାମିନୀର ମୃତ୍ୟୁ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡାଠାରେ ଥିବା ଜବାହର ବିଦ୍ୟାଳୟର ନବମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଗତ ୧୯ ତାରିଖରେ ଘଟିଥିଲା । ଘଟଣାଟି ଘଟି ୧୬ ଦିନ ବିତିବାକୁ ଯାଉଛି, ତଥାପି ଏହି ମୃତ୍ୟୁ କେମିତି ଓ କାହା ଦ୍ୱାରା ଘଟିଛି…