ନ୍ୟୁଜ୍ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା Dumani tv Mar 7, 2023 ଉତ୍ସବ ମୁଖର ଗାଁଠୁ ସହର । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଦୋଳବେଦୀକୁ ବିଜେ କରିବେ ଶ୍ରୀଜିଉ । ଭକ୍ତଙ୍କ ସହ ଅବିର ଖେଳିବେ ମହାପ୍ରଭୁ ।