ଫୋକସରେ ମହିଳା ସଶକ୍ତିକରଣ
ଭୁବନେଶ୍ୱର : ମହିଳାଙ୍କୁ ସଶକ୍ତିକରଣ ଉପରେ ଅଧିକ ପ୍ରଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ମିଶନ ଶକ୍ତି ବିଭାଗର ବଜେଟକୁ ୨୭ ବୃଦ୍ଧି କରିଛନ୍ତି । ଏସଏଚଜି ମହିଳାଙ୍କ ହାତକୁ ଅଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଦେବା ସହିତ ସେମାନଙ୍କ କାମକୁ ସହଜ କରିବା ପାଇଁ ଇସ୍କୁଟର…