Browsing Tag

#odishanews #sundaragadanews #Kalrapatriyatiger

ଗାଁରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ଗାଁରେ ବୁଲୁଛି କଲରାପତରିଆ ବାଘ । ଏହା ଦେଖି ଲୋକେ ଛାନିଆ ହୋଇ ଯାଇଥିବା ବେଳେ ବାଘଟିକୁ ଉଦ୍ଧାର କରିବାକୁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏପରି ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ ଦେଖିବାକୁ ମିଳିଛି। ଆଜି ସକାଳେ ଏକ କଲରାପତରିଆ ବାଘ…