ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୭ ଗିରଫ
ଟିଟିଲାଗଡ : ଟିଟିଲାଗଡ ଥାନା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଚୋରି ଘଟାଉଥିବା ଅଭିଯୋଗ ପୋଲିସ ପାଖରେ ହସ୍ତଗତ ହେବା ପରେ ଟିଟିଲାଗଡ ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ସ୍କ୍ୱାଡ ହୋଇ ଧରପଗଡ ଜାରି ରଖିଥିଲେ । ୧୨ ତାରିଖ ରାତି ହାଇସ୍କୁଲ ଖେଳ ପଡିଆ ଠାରେ ସାତ ଜଣ ଯୁବକ ବସି ମଦ ପିଇ ଏକ…