ଏପ୍ରିଲରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ
କଟକ : ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ କେସ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି । ଚଳିତ ବର୍ଷ ପୂରଣ ହେବ ୫୪୫ ଓଏସ୍/ଓଆରଏସ୍ ପଦବୀ ।…