ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି
ନୂଆଦିଲ୍ଲୀ: କିଛି ମାସ ଧରିଟମାଟୋର ମୂଲ୍ୟ ସାଧାରଣଲୋକଙ୍କ ଚିନ୍ତା ବଢାଇ ଦେଇଥିବା
ବେଳେ ବର୍ତ୍ତମାନ ପିଆଜର ମୂଲ୍ୟମଧ୍ୟ ଚିନ୍ତା ବଢାଉଛି । ଗତ କିଛି ଦିନହେବ ପିଆଜ ମୂଲ୍ୟରେ ରେକର୍ଡ
ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେଦିଲ୍ଲୀ ଏନସିଆରରେ ପିଆଜ ଦରଦ୍ୱିଗୁଣିତ ହୋଇଛି । ଏହା ବ୍ୟତୀତ…